ଧୂଳିରେ ଅଣନିଃଶ୍ବାସୀ ମଞ୍ଚେଶ୍ବରବାସୀ : ବିଭିନ୍ନ ରୋଗର ଶିକାର ହେଉଛନ୍ତି ସ୍ଥାନୀୟ ଲୋକ

ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ରେଳ ଷ୍ଟେସନ୍ ନିକଟ ରଙ୍ଗମାଟିଆ, ଭୋଟପଡ଼ା ଓ ଆଖପାଖ ବସ୍ତି ବର୍ଷ ସାରା ଧୂଳି ଚାଦରରେ ଘୋଡ଼େଇ ହୋଇ ରହୁଛି। ବର୍ଷାକାଳର କିଛି ଦିନକୁ ବାଦ୍‌ ଦେଲେ ଅନ୍ୟ ସବୁ ସମୟରେ ସିମେଣ୍ଟ ଓ ରାସ୍ତା ଧୂଳି ସ୍ଥାନୀୟ ଲୋ‌କଙ୍କୁ ଅଣନିଃଶ୍ବାସୀ କରି ପକାଉଥିବା ଅଭିଯୋଗ ହେଉଛି। ସିମେଣ୍ଟ ଡିପୋ ଓ ବର୍ଷ ବର୍ଷର ଅସଜଡ଼ା ରାସ୍ତା ପାଇଁ ଉଡ଼ୁଥିବା ଧୂଳିରେ ଆକ୍ରାନ୍ତ ହୋଇ ବହୁ … Continue reading ଧୂଳିରେ ଅଣନିଃଶ୍ବାସୀ ମଞ୍ଚେଶ୍ବରବାସୀ : ବିଭିନ୍ନ ରୋଗର ଶିକାର ହେଉଛନ୍ତି ସ୍ଥାନୀୟ ଲୋକ